ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା : କୁଆଡ଼େ ଗଲେ ସାଇଟ୍‌ ଇଞ୍ଜିନିଅର ସିମାଞ୍ଚଳ ?

ଭାଇକୁ ଖୋଜି ଭଉଣୀ ରାଜଧାନୀରେ ଭୁବନେଶ୍ୱର : ମୋ ଭାଇ କୁଆଡ଼େ ଗଲା ? ତାକୁ ଗାଁରେ ସବୁ ଅପେକ୍ଷା କରିଛନ୍ତି। ଘର ଲୋକ ସବୁ ଚାହିଁ ବସିଛନ୍ତି। ଭାଇ ଆସିଲେ ଘରକୁ ଆମେ ସବୁ ଆସିବୁ। ସେ ଆମ ପାଇଁ କେତେ କ’ଣ ଆଣିଥିବ….ଏମିତି କେତେ କଥା କହି ନିଜ ବଡ଼ ଭ‌ାଇ ସୀମାଞ୍ଚଳଙ୍କୁ ଝୁରି ହେଉଛନ୍ତି ସାନ ଭଉଣୀ ମଞ୍ଜୁଲତା। ଗତକାଲିର ବିସ୍ଫୋରଣ ପରେ ନିଖୋଜ ଥିବା … Continue reading ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା : କୁଆଡ଼େ ଗଲେ ସାଇଟ୍‌ ଇଞ୍ଜିନିଅର ସିମାଞ୍ଚଳ ?